ତାଳଚେର ହିଙ୍ଗୁଳା କୋଇଲା ଖଣିର ଲୋକାଲ ସେଲ ରାସ୍ତାରେ ଟ୍ରକ ଚକା ତଳେ ଗଲା ଡ୍ରାଇଭର ଜୀବନ.. ସୁରକ୍ଷା କୁ ନେଇ ଉଠିଲା ପ୍ରଶ୍ନ କିନ୍ତୁ ଏଠି ଡ୍ରାଇଭର ଭାଇ ଡ୍ରାଇଭର ର ଶତ୍ରୁ ଏହା ଉପରେ ପ୍ରଶାସନ ଓ ଓଡିଶା ଡ୍ରାଇଭର ସଂଘ କଣ ଉତ୍ତର ଦେବେ ଦେଖବାକୁ ବାକି ରହିଲା ତାଳଚେର ଖବର ଚକା ଆଖି ସବୁ ଦେଖୁଛି l October 12, 2025 No Comments Read More »