ବିଜୁ ଜନତା ଦଳରୁ ଇସ୍ତଫା ଦେଲେ ତାଳଚେର ର ବହୁଜଣା ଶୁଣା ଆଇନଜୀବି ଶ୍ରୀ ଜ୍ଞାନେଶ୍ୱର ସାହୁ ଓ ତାଙ୍କ ସହଧର୍ମିଣୀ ତଥା ତାଳଚେର ପୌରପରିଷଦ ୧୮ନଂ କାଉନସିଲର ଶ୍ରୀମତୀ ଲୀନା ସାହୁ । (ମେଲ ରେ ପଠାଇଲେ ଉଭୟ ରାଜ୍ୟ ଓ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ କୁ )… November 26, 2025 No Comments Read More »