ତାଳଚେର ନିର୍ବାଚନ ମଣ୍ଡଳୀର ଅନ୍ତର୍ଗତ ଗୁରୁଜାଙ୍ଗୁଲି,ସନ୍ଥପଡା,ବନ୍ତୋଲ, ଜଗନ୍ନାଥପୁର ,ବ୍ରଜନାଥପୂର୍,କଣ୍ଡାଳ, ଗୁରୁଜାଙ୍ଗ ଓ ତାଳଚେର…

ତାଳଚେର ନିର୍ବାଚନ ମଣ୍ଡଳୀର ଅନ୍ତର୍ଗତ ଗୁରୁଜାଙ୍ଗୁଲି,ସନ୍ଥପଡା,ବନ୍ତୋଲ, ଜଗନ୍ନାଥପୁର ,ବ୍ରଜନାଥପୂର୍,କଣ୍ଡାଳ, ଗୁରୁଜାଙ୍ଗ ଓ ତାଳଚେର ମଧ୍ୟରେ ଦେଇ ଯାଇଥିବା NH 149 ବଅଁରପାଳ ଠାରୁ ଗୋଡ଼ିବନ୍ଧ ପର୍ଯ୍ୟନ୍ତ ରାସ୍ତାର ଖାଲ ହୋଇଥିବା ସ୍ଥାନ ଗୁଡ଼ିକ ମରାମତି କରି ତୁରନ୍ତ ପିଚୁ ପକାଇବା ସହିତ ପାଣି ସିଞ୍ଚନ କରିବା ପାଇ ତାଳଚେର ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିବା ଅବସରରେ !

ତାଳଚେର ରୁ ପ୍ରଦିପ କୁମାର ମହାରଣା ଙ୍କ ରିପୋର୍ଟ୍ ତାଳଚେର ଖବର। (୯୪୩୯୮୧୬୪୬୪)

Talcher Khabar
Author: Talcher Khabar

Leave a Comment

और पढ़ें

best news portal development company in india

Cricket Live Score

Rashifal

और पढ़ें