ଆଜି ଅନୁଗୋଳ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ‘ନାରୀ ଶକ୍ତି ବନ୍ଦନ’ କାର୍ଯ୍ୟକ୍ରମ ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜି ଙ୍କ ଦ୍ୱାରା ଅଣାଯାଇଥିବା ଐତିହାସିକ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ଉପରେ ଜିଲ୍ଲା ର ମହିଳା ମୋର୍ଚ୍ଚାର ଭଉଣୀ ମାନଙ୍କ ସହିତ ଆଲୋଚନା କରିବା ସହିତ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଙ୍କ ନାରୀ ଶକ୍ତି ବନ୍ଦନ କର୍ଯ୍ୟକ୍ରମ ଶୁଣିଲୁ,ଶ୍ରୀ ନରେନ୍ଦ୍ର ମୋଦି ଜି ଙ୍କୁ ଅନୁଗୋଳ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଧନ୍ୟବାଦ ଜଣାଇଲୁ ପୂ



