
ଆଜି ତାଳଚେର ସୁରୀୟା ଗାର୍ଡେନ ପକ୍ଷରୁ ଆୟୋଜିତ ଏକ ରକ୍ତଦାନ କାର୍ଯ୍ୟକ୍ରମ ରେ ଯୋଗଦେଲେ ଜିଲ୍ଲା ସଭାପତି ଶ୍ରୀ ଯଯାତି ପଟ୍ଟନାୟକ। ଏହି ପରିପେଖିରେ ଯୋଗେ ଦେଇଥିବା ସମସ୍ତ ରକ୍ତ ଦାତା ମାନଙ୍କୁ ଶ୍ରୀ ପଟ୍ଟନାୟକ ଉତ୍ସାହିତ କରିଥିଲେ।
ତାଳଚେର ରୁ ପ୍ରଦିପ କୁମାର ମହାରଣା ଙ୍କ ରିପୋର୍ଟ୍ ତାଳଚେର ଖବର। (୯୪୩୯୮୧୬୪୬୪)


