ତାଳଚେର ବିଧାନସଭା ବନ୍ତୋଲ ଗ୍ରାମରେ ଏସସି ।

 

ଆଜି ତାଳଚେର ବିଧାନସଭା ବନ୍ତୋଲ ଗ୍ରାମରେ ଏସସି ମୋର୍ଚ୍ଚା ଅନୁଗୋଳ ଜିଲ୍ଲା ଉପ ସଭାପତି ସ୍ୱର୍ଗତ ଲଲାଟେନ୍ଦୁ ବେହେରା (ଲୁଲୁ ) ଙ୍କ ବାସଭବନରେ ଢ଼େଙ୍କାନାଳ ଲୋକସଭା ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି ବିଜେପି ନେତା ରତ୍ନାକର ସାହୁ ମଣ୍ଡଳ ସଭାପତି ଓ ନେତୃମଣ୍ଡଳୀ ଙ୍କ ସହିତ ସାକ୍ଷାତ କରି ଦୁଃଖଦ ସମୟରେ ତାଙ୍କ ପରିବାର ବର୍ଗ ଙ୍କୁ ସମବେଦନା ଜଣାଇବା ସହ ଏହି ଦୁଃଖଦ ସମୟରେ ମହାପ୍ରଭୂ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ତାଙ୍କ ପରିବାରଙ୍କୁ ଅସୀମ ଧର୍ଯ୍ୟ ଓ ସାହାସ ଦିଅନ୍ତୁ, ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ ଜିଲ୍ଲା ସଭାପତି ଶ୍ରୀ ଯଯାତି ପଟ୍ଟନାୟକ।

ତାଳଚେର ରୁ ପ୍ରଦିପ କୁମାର ମହାରଣା ଙ୍କ ରିପୋର୍ଟ୍ ତାଳଚେର ଖବର। (୯୪୩୯୮୧୬୪୬୪)

Talcher Khabar
Author: Talcher Khabar

Leave a Comment

और पढ़ें

best news portal development company in india

Cricket Live Score

Rashifal

और पढ़ें