ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ମାର୍ଗ ଦର୍ଶନରେ ….

ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ମାର୍ଗ ଦର୍ଶନରେ ଆଜି ଅନୁଗୋଳ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଅଦ୍ଧାଲ ମ. ଅଖତର ଙ୍କୁ ସାକ୍ଷାତ କଲେ ଜିଲ୍ଲା ସଭାପତି ଶ୍ରୀ ଯଯାତୀ ପଟ୍ଟନାୟକ । ଏବଂ ତାଙ୍କ ସହ ତାଳଚେର ପୌରପରିଷଦର ଅଧ୍ୟକ୍ଷ ଶ୍ରୀ ପବିତ୍ର ଭୁତିଆ ଓ କିଛି ୱାର୍ଡ଼ କାଉନସିଲର ମାନେ ତାଳଚେର ମ୍ୟୁନିସପାଲିଟି ଉନ୍ନୟନ କାର୍ଯ୍ୟ ପାଇଁ ଆଲୋଚନା କରିବା ସହିତ ଅଧିକ DM ଫଣ୍ଡ ଦେବା ପାଇଁ ଅବଗତ କରାଇଲୁ, ତାଳଚେର ମ୍ୟୁନିସିପାଲିଟିର ପ୍ରତି ୱାର୍ଡ ତଥା ବଡ଼ ପ୍ରୋଜେକ୍ଟ କୁ  ଅଧିକ DM ଫଣ୍ଡ ଦେବା ପାଇଁ ସହମତି ଦେଇଥିବାରୁ ତାଙ୍କୁ ଧନ୍ୟବାଦ ଜଣାଉଛି, ମୋ ତାଳଚେର ତରଫରୁ ଶୁଭେଚ୍ଛା ଅଭିନନ୍ଦନ

 

ତାଳଚେର ରୁ ପ୍ରଦିପ କୁମାର ମହାରଣା ଙ୍କ ରିପୋର୍ଟ୍ ତାଳଚେର ଖବର। (୯୪୩୯୮୧୬୪୬୪)

Talcher Khabar
Author: Talcher Khabar

Leave a Comment

और पढ़ें

best news portal development company in india

Cricket Live Score

Rashifal

और पढ़ें