
କଣିହାଁ ତାଳଚେର ବିକାଶ ମଞ୍ଚର ସଭାପତି ଡକ୍ଟର ଦେବେନ୍ଦ୍ର ସିଂହ, ସମାଜ ସେବୀ ହର ମୋହନ ସାହୁଙ୍କ ନେତୃତ୍ୱରେ ସାନତ୍ରିବିଡା ପଞ୍ଚାୟତର କିଛି ବୁଦ୍ଧିଜିବିଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ କରି ଆଗାମୀ ଆନ୍ଦୋଳନ ପାଇଁ ରୂପ ରେଖା ପ୍ରସ୍ତୁତ କରାଗଲା l ବଡ଼ଗୁଣ୍ଡୁରି ପଞ୍ଚାୟତର ବଳିଷ୍ଟ କାଯ୍ୟକତ୍ତାଙ୍କୁ ନେଇ ଆମ ମଞ୍ଚର ସମାଜ ସେବୀ ହର ମୋହନ ସାହୁ ସଭାପତି ଡକ୍ଟର ଦେବେନ୍ଦ୍ର ସିଂହ ମଞ୍ଚର ଆଭିମୁଖ୍ୟ ବିଷୟରେ ଆଲୋକ ପାତ କରି ଆଗାମୀ ଆନ୍ଦୋଳନକୁ କିପରି ବ୍ୟାପକ ହେବ ସେ ଗୁଡିକ ବିନ୍ଦୁ ବିଷୟରେ ଆଲୋଚନା କରାଗଲା l
ତାଳଚେର ରୁ ପ୍ରଦିପ କୁମାର ମହାରଣା ଙ୍କ ରିପୋର୍ଟ୍ ତାଳଚେର ଖବର। (୯୪୩୯୮୧୬୪୬୪)

