
ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣିରେ ଅଞ୍ଚଳ ବାସୀଙ୍କ ଧନ ଜୀବନ ସୁରକ୍ଷିତ ଗମନାଗମନଙ୍କୁ ନେଇ ହାଣ୍ଡିଧୂଆଁ ଛକ ଠାରୁ ବଳରାମ ପ୍ରସାଦ ଛକ ରାସ୍ତାର ଦୁଇ ପାର୍ଶ୍ୱରେ ଆଲୋକୀ କରଣ ଏବଂ C,C କ୍ୟାମେରା ଖଞ୍ଜିବା ଉଦେଶ୍ୟରେ ତାଳଚେର ଜନ ବିକାଶ କଲ୍ୟାଣ ସଙ୍ଘ ଦେଇଥିବା ଦାବି ପତ୍ର ଉପରେ ଦସ୍ତଖତ ଏବଂ ମୋହର ମାରି,ଅଞ୍ଚଳ ବାସୀଙ୍କ ହିତରେ ମୋଝବୁତ ପଦକ୍ଷେପ ନେଇଥିବାରୁ ଗ୍ରାମ ପଞ୍ଚାୟତ ବଳରାମ ପ୍ରସାଦ ସରପଞ୍ଚ, ଜଗନାଥପୁର ସରପଞ୍ଚ ମହୋଦୟା ଏବଂ ଟେଣ୍ଟୁଲେଇ ସରପଞ୍ଚ, ଘଣ୍ଟପଡା ନାୟବ ସରପଞ୍ଚ ଏବଂ ପୂର୍ବତ୍ତନ ସରପଞ୍ଚ ଅଭୟ କୁମାର ପାଣି ମହୋଦୟଙ୍କୁ ଅଞ୍ଚଳ ବାସୀଙ୍କ ତରଫରୁ ତାଳଚେର ଜନ ବିକାଶ କଲ୍ୟାଣ ସଂଘ କୃତଜ୍ଞତା ଜ୍ଞାପନ କରାଯାଇଛି।
ତାଳଚେର ରୁ ପ୍ରଦିପ କୁମାର ମହାରଣା ଙ୍କ ରିପୋର୍ଟ୍ ତାଳଚେର ଖବର। (୯୪୩୯୮୧୬୪୬୪)

