
ଢେଙ୍କାନାଳର ପୂର୍ବତନ ସାଂସଦ, ଧରିତ୍ରୀ ସମ୍ପାଦକ, ବିରାସତରେ ବିଧାୟକ ହେବା, ରାଜନୀତିରେ ପ୍ରବେଶ କରିବା, ଭଲ ବକ୍ତା, ରାଜ୍ୟର ଉଚ୍ଚ କୋଟିର ବୁଦ୍ଧିଜୀବୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ, ସାଂସଦ ଦେବେନ୍ଦ୍ର ଶତପଥୀ ଙ୍କ ସୁଯୋଗ୍ୟ ସନ୍ତାନ ତଥାଗତ ଶତପଥୀ ଙ୍କୁ ତାଙ୍କ ଜନ୍ମ ଦିନରେ ରକ୍ତଚାବୁକ ପରିବାର ପକ୍ଷରୁ ଅନେକ ଅନେକ ଶୁଭେଚ୍ଛା ଅଭିନନ୍ଦନ, ପ୍ରଭୁ ହନୁମାନ କରନ୍ତୁ, ସେ ଆହୁରି ଆଗକୁ ଯାଇ ରାଜ୍ୟର ମୁଖ୍ୟମନ୍ତ୍ରୀ ହୁଅନ୍ତୁ, ବିଜୁ ବାବୁ ଙ୍କ ପୁଅ ନବୀନ ଓଡ଼ିଆ ନ ଜାଣି, ଓଡ଼ିଆ ନ କହି ମୁଖ୍ୟମନ୍ତ୍ରୀ ହେଲେ, ତଥାଗତ ବାବୁ କାହିଁକି ନ ହେବେ #ଜୟଜଗନ୍ନାଥ
#ଜୟହନୁମାନ
#ବନ୍ଦେଉତ୍କଳଜନନୀ 🙏


