
ତାଳଚେର ରେ ମୋ କାର୍ଯ୍ୟାଳୟ ରେ ମୋର ବନ୍ଧୁ ତାଳଚେର କଲେଜ ରେ ମୋ ସହ ସହପାଠୀ ପ୍ରାକ୍ତନ #ABVP କାର୍ଯ୍ୟକର୍ତା ଓଡିଶା ର ସୁନାମଧନ୍ୟ କଣ୍ଠଶିଳ୍ପୀ T.Shourie (ଟି ସୌରୀ ) ଙ୍କ ସହ ବିଶେଷ ଆଲୋଚନା |
ଆସନ୍ତା କାଲି ଓଡ଼ିଆ ନବବର୍ଷ ତଥା ପଣା ସଂକ୍ରାନ୍ତି ଅବସରରେ ସନାତନୀ ମାନଙ୍କ ଉଦ୍ଦେଶ୍ୟ ରେ ବ୍ରହ୍ମଦର୍ଶନ ନୁଆଁ ଚାନେଲ ଆରମ୍ଭ ହେବ, ସେ ବିଷୟରେ ବିଶେଷ ଆଲୋଚନା ହେଲା |
ଜୟ ଜଗନ୍ନାଥ 🙏


