ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ୍ – କୋଇଲା ଗ୍ୟାସିଫିକେଶନ୍ ଆଧାରିତ ଆମୋନିଆ-ୟୁରିଆ ପ୍ରକଳ୍ପ ପାଇଁ 112,250 କୋଟି ଋଣର ଆର୍ଥିକ ସମାପନ l

 

Oplus_131072

ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ୍ – କୋଇଲା ଗ୍ୟାସିଫିକେଶନ୍ ଆଧାରିତ ଆମୋନିଆ-ୟୁରିଆ ପ୍ରକଳ୍ପ ପାଇଁ 112,250 କୋଟି ଋଣର ଆର୍ଥିକ ସମାପନ

ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ୍ (TFL) ୨୬ ସେପ୍ଟେମ୍ବର ୨୦୨୫ ରେ ତାଳଚେର, ଓଡିଶାରେ 12,250 କୋଟି ଋଣ ପାଇଁ ଚୁକ୍ତି ସ୍ବାକ୍ଷର କରି ଆର୍ଥିକ ସମାପନ ସଫଳତାର ସହିତ ସାଧନ କରିଛି। କୋଲ ଇଣ୍ଡିଆ ଲିମିଟେଡ୍, ଗେଲ୍ (ଇଣ୍ଡିଆ) ଲିମିଟେଡ୍, ରାଷ୍ଟ୍ରୀୟ କେମିକାଲ୍ ଏଣ୍ଡ ଫର୍ଟିଲାଇଜର୍ସ ଲିମିଟେଡ୍ ଓ ଫର୍ଟିଲାଇଜର୍‌ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍‌ଙ୍କ ଯୁକ୍ତ ପ୍ରୟାସରେ ସ୍ଥାପିତ TFL, ପ୍ରତିବର୍ଷ 1.27 ମିଲିୟନ୍ ଟନ୍ କୋଏଲ ଗ୍ୟାସିଫିକେଶନ୍ ଆଧାରିତ ସୁରିଆ ପ୍ଲାଣ୍ଟ ସ୍ଥାପନ କରୁଛି

ଭାରତ ସରକାର TFL କୁ ପୂର୍ବତନ FCIL ର ତାଳଚେର କାରଖାନା ପୁନରୁତ୍ଥାନ ପାଇଁ ନୂତନ କୋଏଲ ଗ୍ୟାସିଫିକେଶନ୍ ଆଧାରିତ ଆମୋନିଆ-ୟୁରିଆ ପ୍ଲାଣ୍ଟ ସ୍ଥାପନ କରିବାକୁ ନିର୍ଦେଶ ଦେଇଛନ୍ତି। TFL କୁ ଭାରତ ସରକାରଙ୍କ ପକ୍ଷରୁ ବିଶେଷ Urea Policy ପ୍ରଦାନ କରାଯାଇଛି

Consortium of Loan Agreement 69 TFL ໑ ໑໑ (ข) ໑໑ State Bank of India 66 Lenders ସ୍ବାକ୍ଷର କରିଥିଲେ । ଏହାରେ ନିର୍ଦ୍ଦେଶକ (ପ୍ରଚାଳନ), TFL ଓ TFL ର ପ୍ରବନ୍ଧ ନିର୍ଦ୍ଦେଶକ ଶ୍ରୀ ବିବେକ ଶ୍ରୀବାସ୍ତବଙ୍କ ଉପସ୍ଥିତି ଥିଲା | Consortium ขอพฯ Lenders 6 6 Punjab National Bank, Indian Railway Finance Corporation Limited, Union Bank of India, Canara Bank, Indian Bank, Bank of India, Bank of Maharashtra, Indian Overseas Bank & Export-Import Bank of Indial SBI Capital Markets Limited, ଏହି ବ୍ୟବହାରରେ, ସିଙ୍ଗଲ୍ Financial Advisor & Debt Arranger ଭାବରେ କାମ କରିଛି।

TFL ଭାରତର ପ୍ରଥମ ପ୍ରୟାସ, ଯେଉଁଥିରେ କୋଇଲା ଗ୍ୟାସିଫିକେଶନ୍ ତୱାନ ଦ୍ବାରା ‘ନୀମ୍ କୋଟେଡ୍ ସୁରିଆ’ ଉତ୍ପାଦନ ହେବ । ଏହି ପ୍ରକଳ୍ପ ଜାତୀୟ ମାନ୍ୟତାପ୍ରାପ୍ତ । ଏହାର ସଫଳତା, 2030 ସୁଦ୍ଧା 100 ମିଲିୟନ୍ ଟନ୍ କୋଏଲ ଗ୍ୟାସିଫିକେଶନ୍ ସାଧନ କରିବାକୁ ସରକାରଙ୍କ ଲକ୍ଷ୍ୟ ପୂରଣରେ ନୂଆ ପଥ ସୃଷ୍ଟି କରିବ । ଏଥିପାଇଁ କୋଏଲରୁ Synthetic Natural Gas (SNG), Methanol ପରି ବିଭିନ୍ନ ଜେମିକାଲ୍ ଉତ୍ପାଦନର ନୂତନ ମାର୍ଗ ମଧ୍ଯ ଖୋଲିବା

ପ୍ରକଳ୍ପଟିର ଲକ୍ଷ୍ୟ ହେଉଛି – ଦେଶର ପ୍ରଚୁର ଉପଲବ୍ଧ କୋଏଲକୁ ଗୃହସ୍ଥ ଭର୍ଜା ସମ୍ପଦ ଭାବେ ସର୍ବାଧ‌ିକ ବ୍ୟବହାର କରିବା, ପ୍ରାକୃତିକ ଗ୍ୟାସ ଓ ଆସ୍ଥାନିକୃତ ୟୁରିଆରୁ ନିର୍ଭରତା କମେଇବା, ‘ଆତ୍ମନିର୍ଭରତା (Make in India Initiative) ର ସ୍ବପ୍ନ ସାକାର କରିବା ସହିତ, ବିଶେଷକରି ଓଡିଶା ଓ ସାମାନ୍ୟତଃ ପୂର୍ବ ଭାରତର ଅର୍ଥନୀତି ଓ ନିଯୁକ୍ତିରେ ବିଶେଷ ପ୍ରୋତ୍ସାହନ ଦେବା।

ତାଳଚେର ରୁ ପ୍ରଦିପ କୁମାର ମହାରଣା ଙ୍କ ରିପୋର୍ଟ୍ ତାଳଚେର ଖବର। (୯୪୩୯୮୧୬୪୬୪)

Talcher Khabar
Author: Talcher Khabar

Leave a Comment

और पढ़ें

best news portal development company in india

Cricket Live Score

Rashifal

और पढ़ें