‍କଣିହାଁ ବ୍ଲକ କମାରେଇ ଗ୍ରାମ ପଞ୍ଚାୟତ ଅଧୀନ ଦଣ୍ଡସିଂହା ଗ୍ରାମ ଦୁର୍ଗା ପୂଜା ।

‍କଣିହାଁ ବ୍ଲକ କମାରେଇ ଗ୍ରାମ ପଞ୍ଚାୟତ ଅଧୀନ ଦଣ୍ଡସିଂହା ଗ୍ରାମ ଦୁର୍ଗା ପୂଜା କମିଟି ତରଫରୁ ଦୁର୍ଗା ପୂଜା ଉପଲକ୍ଷେ ନିମନ୍ତ୍ରଣ ହେଇଥିବାରୁ ଗ୍ରାମବାସୀ ଙ୍କ ନିମନ୍ତ୍ର ନିମନ୍ତେ ଯୋଗ ଦେଲେ ।

କଣିହାଁ ତାଳଚେର ବିକାଶ ମଞ୍ଚ ର ସଭାପତି ଡ.ଦେବେନ୍ଦ୍ର ସିଂ (ଡବୁ ଭାଇ ) ଗ୍ରାମ ବାସୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ l

ତାଳଚେର ରୁ ପ୍ରଦିପ କୁମାର ମହାରଣା ଙ୍କ ରିପୋର୍ଟ୍ ତାଳଚେର ଖବର। (୯୪୩୯୮୧୬୪୬୪)

 

Talcher Khabar
Author: Talcher Khabar

Leave a Comment

और पढ़ें

best news portal development company in india

Cricket Live Score

Rashifal

और पढ़ें