ଜଗନ୍ନାଥ କ୍ଷେତ୍ର ଅନ୍ତର୍ଗତ ଜଗନ୍ନାଥ କୋଲିୟରିର ୪ନଂ କୋଇଲା ଷ୍ଟକରେ ଅବୈଧ କୋଇଲା ଗଦା l

ଜଗନ୍ନାଥ କ୍ଷେତ୍ର ଅନ୍ତର୍ଗତ ଜଗନ୍ନାଥ କୋଲିୟରିର ୪ନଂ କୋଇଲା ଷ୍ଟକରେ ଅବୈଧ କୋଇଲା ଗଦା (Dumping) ଏବଂ ତାଳଚେର କୋଲ୍ ଫିଲ୍ମସରେ ‘Under-Declared Coal Seam’ ମାଧ୍ୟମରେ କୋଇଲା ଚୋରି ଓ ଅପବ୍ୟବହାର ଘଟଣାର ତୁରନ୍ତ FIR ପଞ୍ଜୀକରଣ ଓ ଉଚ୍ଚସ୍ତରୀୟ ତଦନ୍ତ ନିମନ୍ତେ ଆଜି ଅନୁଗୋଳ ର ଜିଲ୍ଲାପାଳ ଶ୍ରୀ ଅବ୍ଦାଲ୍ ଏମ୍.ଅକ୍ତର ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ରାହୁଲ ଜେନ୍ ଙ୍କୁ ସାକ୍ଷାତ କରି ଦାବି ପତ୍ର ପ୍ରଦାନ କରିଥିଲି ।।

ତାଳଚେର ରୁ ପ୍ରଦିପ କୁମାର ମହାରଣା ଙ୍କ ରିପୋର୍ଟ୍ ତାଳଚେର ଖବର। (୯୪୩୯୮୧୬୪୬୪)

 

Talcher Khabar
Author: Talcher Khabar

Leave a Comment

और पढ़ें

best news portal development company in india

Cricket Live Score

Rashifal

और पढ़ें