
- ଦୀର୍ଘ ୧୦ ଦିନ ପରେ ପୋଲିସି ର ଖୋଜା ଖୋଜି କରିବା ପରେ ଆମ କଳମଛୁଇଁ ଗ୍ରାମ ର ଶ୍ରୀମାନ ଦେବାଶିଷ ସାହୁ ଙ୍କ ସନ୍ଧାନ ମିଳିଲା ସେ ଏବେ ଘରକୁ ଫେରୁଛନ୍ତି ମାନ୍ୟବର ବିଧାୟକ ତାଳଚେର ବାରମ୍ବାର ବ୍ରହ୍ମପୁରୁ ପୋଲିସି ସହ ଯୋଗାଯୋଗ କରି ପିଲାଟି କିପରି ମିଳିଯିବ ତାର ଦାୟିତ୍ୱ ନେଇଥିଲେ ଏବଂ ଏଥିରେ ସଫଳ ହେଲେ ପିଲା ଟି ଆଜି ଘରକୁ ଆସିଲା
ଧନ୍ୟବାଦ ମାନ୍ୟବର ବିଧାୟକ ତାଳଚେର ଶ୍ରୀ ବ୍ରଜକିଶୋର ପ୍ରଧାନ
ତାଳଚେର ରୁ ପ୍ରଦିପ କୁମାର ମହାରଣା ଙ୍କ ରିପୋର୍ଟ୍ ତାଳଚେର ଖବର। (୯୪୩୯୮୧୬୪୬୪)


