ତାଳଚେର କିଶୋର କ୍ଲବ ର ଉର୍ନ୍ନତି କରଣ ପାଇଁ ଢେଙ୍କାନାଳ ସାଂସଦ 11ଲକ୍ଷ 50 ହଜାର ପ୍ରଦାନ କଲେ l

  1. *ତାଳଚେର କିଶୋର କ୍ଲବ ର ଉର୍ନ୍ନତି କରଣ ପାଇଁ ଢେଙ୍କାନାଳ ସାଂସଦ 11ଲକ୍ଷ 50 ହଜାର ପ୍ରଦାନ କଲେ*

 

ତାଳଚେର :ତା 23/01/2026: ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଆଜି ତାଳଚେର ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗ ଦେଇଛନ୍ତି |ତାଳଚେର କିଶୋର କ୍ଲବ ର ରୋଷେଇ ଘର ନିର୍ମାଣ ପାଇଁ 11ଲକ୍ଷ 50 ହଜାର ଟଙ୍କା ସାଂସଦ ଙ୍କ ପାଣ୍ଠି ରୁ ଅନୁଦାନ ପ୍ରଦାନ କରିଛନ୍ତି |କିଶୋର କ୍ଳବ ର କର୍ମକର୍ତା ସାଂସଦ ଙ୍କୁ ଅନୁଷ୍ଠାନ ର ଅଭାବ ଅସୁବିଧା ବିଷୟରେ ଜଣାଇଥିଲେ |ସାଂସଦ ସଙ୍ଗେ ସଙ୍ଗେ ସେହି ସ୍ଥାନରେ ସାଂସଦ ପାଣ୍ଠି ରୁ 11ଲକ୍ଷ 50 ହଜାର ଟଙ୍କାର ଅନୁଦାନ ଲେଖି ପତ୍ର ପ୍ରଦାନ କରିଥିଲେ |ଉକ୍ତ କାର୍ଯ୍ୟକ୍ରମ ରେ ସାଂସଦ ଙ୍କ ସହ ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ ଉପସ୍ଥିତ ଥିଲେ |

ତାଳଚେର ରୁ ପ୍ରଦିପ କୁମାର ମହାରଣା ଙ୍କ ରିପୋର୍ଟ୍ ତାଳଚେର ଖବର। (୯୪୩୯୮୧୬୪୬୪)

Talcher Khabar
Author: Talcher Khabar

Leave a Comment

और पढ़ें

best news portal development company in india

Cricket Live Score

Rashifal

और पढ़ें