
ଓଡ଼ିଶାର ଆର୍ଥିକ ପ୍ରାଣକେନ୍ଦ୍ର ତାଳଚେର ମାଟିର ମହକ, ଲଢୁଆ ଯୁବନେତା, ସୁସଙ୍ଗଠକ, ରାଜନୀତି ଓ ସାରସତ୍ୟ ସାଧନା ଭିତରେ ସମନ୍ବୟ ରକ୍ଷା କରୁଥିବା ବ୍ୟକ୍ତିସତ୍ତା ବଡ଼ଭାଇ Kalandi Samal ଙ୍କୁ #ଜନ୍ମଦିନର_ଶୁଭେଛା ଓ ଅଭିନନ୍ଦନ।
ABVP ରୁ ଛାତ୍ର ରାଜନୀତିରେ ଜଡ଼ିତ ଥିବା ବଡ଼ଭାଇ ଶ୍ରୀସାମଲ ପ୍ରଥମେ ତାଳଚେରର ମହାବିଦ୍ୟାଳୟର ସଭାପତି ପରେ ପରେ ତାଳଚେର ଏବିଭିପିର ନଗର ସମ୍ପାଦକ, ଭଦ୍ରକ ଜିଲ୍ଲାର ନଗର ସଙ୍ଗଠନ ସମ୍ପାଦକ ଏବଂ #ବାଲେଶ୍ଵର କ୍ଷେତ୍ର ଅର୍ଥାତ ( ବାଲେଶ୍ଵର, ଭଦ୍ରକ, ଯାଜପୁର ଜିଲ୍ଲା) #ସଙ୍ଗଠନ_ସମ୍ପାଦକ ଭାବେ ଦାୟିତ୍ଵକୁ ସଫଳତାର ସହ ତୁଲାଇ ଥିଲେ।
ତାପରେ #ବିଜେପିରୁ ବିଧିବଦ୍ଧ ଭାବେ ରାଜନୈତିକ ଜୀବନ ଯାତ୍ରାର ଅୟମାରମ୍ଭ କରି BJP Odishaର ସମ୍ପାଦକ , ଭଦ୍ରକ ଜିଲ୍ଲାର ପ୍ରଭାରୀ ଭାବେ ବିବିଧ ଦାୟିତ୍ଵକୁ ସଫଳତାର ସହିତ ତୁଲାଇ ନିଜର ଦକ୍ଷତା ପ୍ରମାଣିତ କରିଛନ୍ତି।।
#ପ୍ରଭୁ_ଜଗନ୍ନାଥଙ୍କ କୃପା ସବୁବେଳେ ତାଙ୍କ ଉପରେ ପାଟଛତା ପରି ରହୁ, ସେ ନୀରୋଗ ରହି ଦୀର୍ଘଜୀବନ ଲାଭ କରନ୍ତୁ, ତାଙ୍କର ସବୁ ସ୍ୱପ୍ନ ସାକାର ହେଉ, ଚଲାପଥ କୁସୁମିତ ହେଉ,ଏହାହିଁ ମୋର #ଜନ୍ମଦିନର #ପ୍ରାର୍ଥନା।🙏


