
କଣିହାଁ ବ୍ଲକ କମାରେଇ ଗ୍ରାମ ପଞ୍ଚାୟତ ଅଧୀନ ଦଣ୍ଡସିଂହା ଗ୍ରାମ ଦୁର୍ଗା ପୂଜା କମିଟି ତରଫରୁ ଦୁର୍ଗା ପୂଜା ଉପଲକ୍ଷେ ନିମନ୍ତ୍ରଣ ହେଇଥିବାରୁ ଗ୍ରାମବାସୀ ଙ୍କ ନିମନ୍ତ୍ର ନିମନ୍ତେ ଯୋଗ ଦେଲେ ।
କଣିହାଁ ତାଳଚେର ବିକାଶ ମଞ୍ଚ ର ସଭାପତି ଡ.ଦେବେନ୍ଦ୍ର ସିଂ (ଡବୁ ଭାଇ ) ଗ୍ରାମ ବାସୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ l
ତାଳଚେର ରୁ ପ୍ରଦିପ କୁମାର ମହାରଣା ଙ୍କ ରିପୋର୍ଟ୍ ତାଳଚେର ଖବର। (୯୪୩୯୮୧୬୪୬୪)


