ଆତ୍ମୋହତ୍ୟା କରିଥିବା ବ୍ୟକ୍ତି ହେଲେ ବିଜୟସାହୁ ବୟସ (୪୬) । ସେ ଜଣେ ବ୍ୟବସାୟୀ ଭାବେ ସୂର୍ୟା ପେଟ୍ରୋଲ ପମ୍ପ ସମ୍ମୁଖ ଚା ପାନ ତେଜରାତି ଦୋକାନ ଦେଇ ଚଳି ଆସୁଥିଲା। ପାରିବାରିକ କଳହର କରୁଣ ପରିଣତି ବୋଲି ପ୍ରାରମ୍ଭିକ ସୁଚନା ମିଳିଛି।।