ତାଳଚେରରେ ମର୍ମୁନ୍ଦୂତ ସଡ଼କ ଦୁର୍ଘଟଣା। ଏକାଧୀକ ଗାଡ଼ିକୁ ଧକ୍କା ଦେଲା କାର । ୧୦ରୁ ୧୫ ଜଣ ଗୁରୁତର।

ଘଟଣାରୁ ପ୍ରକାଶ ଯେ ତାଳଚେର ଅଞ୍ଚଳ ବାଇ ପାସ ଛକ ଠାରୁ ହାଣ୍ଡିଧୂଆଁ ଅଭିମୁଖେ ଦ୍ରୁତ ଗତିରେ ଯାଉଥିବା ଏକ କାର୍ ଯାହାର ଗାଡ଼ି ସଂଖ୍ୟା (ଓଡ଼ି ୧୬ ଏଚ୍-୨୯୨୭) ଏକାଧିକ ଗାଡ଼ିକୁ ଧକ୍କା ଦେବା ଫଳରେ ପ୍ରାୟ ୧୦ ରୁ ୧୫ଜଣ ଗୁରୁତର ହୋଇଥିବା ଜଣାପଡିଛି। ଖବର ପାଇ ପୋଲିସ ତାଙ୍କୁ ପିଛା କରି ଗୋଡ଼ିବନ୍ଧ ଠାରେ ଅଟକ ରଖି ଆଗମୀ ତଦନ୍ତ ଜାରି ରଖିଛି।

Talcher Khabar
Author: Talcher Khabar

Leave a Comment

और पढ़ें

best news portal development company in india

Cricket Live Score

Rashifal

और पढ़ें