ଅସାବଧାନା ହେତୁ ଚାଲିଗଲା ଜୀବନ ।

ଅସାବଧାନା ହେତୁ ଚାଲିଗଲା ଜୀବନ ।

ଘରେ ବାପା ମାଁ ଚାହିଁ ରହିଥାନ୍ତି ପୁଅ ଫେରିବା ବାଟକୁ। କିନ୍ତୁ କିଏ ଜାଣେ କାଳ ବାଟରେ ଚାହିଁ ରହିଛି ତାକୁ। ଘଟଣାରୁ ପ୍ରକାଶ ଯେ ତାଳଚେର ଥାନା ସନ୍ଥପଡା ଛକ ନିକଟରେ ଟ୍ରଲର ପଛରେ ଧକ୍କା ହୋଇ ଚାଲିଗଲା ନିରିହି ଜିବନ। ମୋଟରସାଇକେଲ ଯୋଗେ ଯାଉଥିବା ସମୟରେ ଟ୍ରଲର ପଛରେ ଧକ୍କା ହୋଇ ଘଟଣା ସ୍ଥଳରେ ଚାଳକଙ୍କ ମୃତ ଘଟିଛି । ମୃତକ ଜଣକ ହେଲେ ପରଜଙ୍ଗ ଥାନା ବାରିହାପୁର ଗ୍ରାମର ବାବୁଲି ସାହୁ ବୋଲି ସୂଚନା ମିଳିଛି । ତେବେ ଆମେ ତାଳଚେର ଖବର ତରଫରୁ ସମସ୍ତ ଗାଡ଼ି ଚାଳକ ମାନଙ୍କୁ ଅନୁରୋଧ କରୁଛୁ କି ଗାଡ଼ି ଚଳାଇବା ସମୟରେ ସାବଧାନତା ସହ ହେଲମେଟ୍ ପିନ୍ଧି ଏବଂ ସମସ୍ତ ଟ୍ରାଫିକ ନିୟମ ମାନି ଗାଡ଼ି ଚାଲାନ୍ତୁ । କୌଣସି ନିଷ ଦ୍ରବ୍ୟ ନଖାଇ ଗାଡ଼ି ଚାଲନ୍ତୁ ଏବଂ ମୋବାଇଲ୍ ବ୍ୟବହାର କରନ୍ତୁ ନାହିଁ ।

Talcher Khabar
Author: Talcher Khabar

Leave a Comment

और पढ़ें

best news portal development company in india

Cricket Live Score

Rashifal

और पढ़ें