ତାଳଚେର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣିହାଁ ବ୍ଲକ ଗଦାଶିଳା ଗ୍ରାମରୁ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଭାବରେ କୃତକାର୍ଯ୍ୟ ହୋଇଥିବା ସୁଦୀପ୍ତା ନାଏକଙ୍କୁ ତାଙ୍କ ବାସଭବନରେ ପହଞ୍ଚି ଶୁଭେଚ୍ଛା ଜଣାଇବା ସହ ମହାପ୍ରଭୂ ଶ୍ରୀ ଜଗନ୍ନାଥ ଓ ମା ହିଙ୍ଗୁଳାଙ୍କ ନିକଟରେ ତାଙ୍କ ଉତ୍ତମ ଭବିଷ୍ୟତ ଓ ଦୀର୍ଘାୟୁ ଜୀବନ କାମନା କରିବା ସହ ପ୍ରଶାସନିକ ସ୍ତରରେ ପ୍ରତିଷ୍ଠିତ ହୋଇ ଜିଲ୍ଲାର ଓ ଅଞ୍ଚଳର ନାମ କୁ ସୁନାମ କରିବାକୁ ଆଶୀର୍ବାଦ କରିଥିଲି ।। ତାଳଚେର ବିଧାୟକ ଶ୍ରୀ ବ୍ରଜ କିଶୋର ପ୍ରଧାନ।
ତାଳଚେର ରୁ ପ୍ରଦିପ କୁମାର ମହାରଣା ଙ୍କ ରିପୋର୍ଟ୍ ତାଳଚେର ଖବର। (୯୪୩୯୮୧୬୪୬୪)